ସୁସ୍ଥ ହେଲେ ଆଉ ୧୧୨ କରୋନା ଆକ୍ରାନ୍ତ : ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୩୨ ହଜାର ୬୧୧କୁ ବୃଦ୍ଧି

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୬୧୧କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Another 112 Covid patients have recovered and are being discharged on 04.02.2021
26 from Sundargarh
14 from Nuapada
14 from Sambalpur
12 from Khordha
8 from Cuttack
7 from Baleswar
6 from Anugul
3 from Gajapati
3 from Keonjhar
2 from Bolangir
2 from Boudh
2 from Jagatsinghpur— H & FW Dept Odisha (@HFWOdisha) February 4, 2021
ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୬, ନୂଆପଡା ଓ ସମ୍ବଲପୁରରୁ ୧୪ ଜଣ ଲେଖାଁଏ, ଖୋର୍ଦ୍ଧାରୁ ୧୨, କଟକରୁ ୮, ବାଲେଶ୍ବରରୁ ୭, ଅନୁଗୋଳରୁ ୬, ଗଜପତି ଓ କେନ୍ଦୁଝରରୁ ୩ ଜଣ ଲେଖାଁଏ, ବଲାଙ୍ଗୀର, ବୌଦ୍ଧ ଓ ଜଗତସିଂହପୁରରୁ ୨ ଜଣ ଲେଖାଁଏ କାରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
2 from Mayurbhanj
2 from Nayagarh
1 from Ganjam
1 from Jharsuguda
1 from Kalahandi
1 from Kandhamal
1 from Nabarangpur
1 from Rayagada
3 from State PoolThe total recovered cases of Odisha now stand at 332611
— H & FW Dept Odisha (@HFWOdisha) February 4, 2021
ସେହିପରି ମୟୂରଭଞ୍ଜ ଓ ନୟାଗଡରୁ ୨ ଜଣ ଲେଖାଁଏ, ଗଞ୍ଜାମ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ରାୟଗଡାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ ପୁଲରୁ ୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୬୧୧କୁ ବୃଦ୍ଧି ପାଇଛି।
Comments are closed.