ଆମ୍ବୁଲାନ୍ସ ଧକ୍କାରେ ସ୍କୁଟର ଚାଳକ ଗୁୁରୁତର

ଜଗତପୁର: ଜଗତପୁର ବ୍ୟାରେଜ ସେତୁ ଉପରେ ରବିବାର ଅପରାହ୍ନରେ ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ସ୍କୁଟର ଚାଳକ ଆହତ ହୋଇଛନ୍ତି। ଚାଳକଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ୩ଜଣ ଯୁବକ ଆମ୍ବୁଲାନ୍ସଟିକୁ ନେଇଯାଇଥିବାବେଳେ ସ୍କୁଟରକୁ ପୁଲିସ ଥାନାକୁ ଆଣିଛି। ଆହତ ଚାଳକଙ୍କ ପରିଚୟ ମିଳିପାରି ନାହିଁ।

Comments are closed.