ଅମୃତସର ରେଳ ଦୁର୍ଘଟଣା : ଶବ ଚିହ୍ନଟରେ ବ୍ୟାଘାତ

0

ଅମୃତସର : ଅମୃତସର ରେଳ ଦୁର୍ଘଟଣାରେ ମୃତ ୬୧ ଜଣଙ୍କ ମଧ୍ୟରୁ ୪୧ଜଣଙ୍କ ଶବ ଚିହ୍ନଟ କରାଯାଇଛି। ଅନ୍ୟ ୨୦ଜଣ ମହିଳା ଓ ଶିଶୁ ମାନଙ୍କ ମୃତଦେହ ଚିହ୍ନଟ ହୋଇପାରୁନଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ରାବଣପୋଡି ଦେଖିବାପାଇଁ ଲୋକମାନେ ରେଳଧାରଣା ଉପରେ ଛିଡା ହୋଇଥିବା ସମୟରେ ୬୧ଜଣ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ସମଗ୍ର ଭାରତକୁ ସ୍ତବ୍ଦ କରିଦେଇଛି।

Leave A Reply