ଅତି ତୀବ୍ର ସାମୁଦ୍ରିକ ଝଡର ରୂପ ନେଲା ଅମ୍ଫନ

୨୪ ଘଣ୍ଟାରେ ଅତ୍ୟନ୍ତ ତୀବ୍ର ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା

ନୂଆଦିଲ୍ଲୀ : ତୀବ୍ର ସାମୁଦ୍ରିକ ଝଡ ଅମ୍ଫନ ଏବେ ଅତିତୀବ୍ର  ସାମୁଦ୍ରିକଝଡର ରୂପ ନେଇସାରିଛି ।  ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୫ କିମି.ବେଗରେ ଉତ୍ତର ଦିଗକୁ ଗତି କରୁଛି ।  ଆଗାମୀ ୨୪ ଘଣ୍ଟାରେ ଅତ୍ୟନ୍ତତୀବ୍ର ସାମୁଦ୍ରିକଝଡର ରୂପ ନେବାର ସମ୍ଭାବନା ରହିଛି।  ଏହା ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆ ଦୀପ ଠାରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି ।

Comments are closed.