“ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ଯୁକ୍ତି ଦର୍ଶାଇ ଅମୀତ ଶାହଙ୍କ ଆଇନ କମିଶନକୁ ଚିଠି

0

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଅମୀତ ଶାହ ଆଇନ କମିଶନକୁ ଚିଠି ଲେଖି ସମଗ୍ର ଦେଶରେ ଗୋଟିଏ ନିର୍ବାଚନ କରିବା ସପକ୍ଷରେ ଯୁକ୍ତି ଦର୍ଶାଇଛନ୍ତି। ବର୍ଷ ତମାମ ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନ ଲାଗି ରହିଥିôବାରୁ ଏହା ଦେଶର ବିକାଶକୁ ପ୍ରଭାବିତ କରୁଛି ବୋଲି ଶ୍ରୀ ଶାହ ଯୁକ୍ତି ଦର୍ଶାଇଛନ୍ତି। ଏହି ଚିଠି ନେଇ ବିଜେପିର ପ୍ରତିନିଧି ମଣ୍ଡଳୀରେ ଭୁପେନ୍ଦ୍ର ଯାଦବ, ମୁକ୍ତାର ଆବାସ ନକବୀ, ଭିନୟ ଶସ୍ତ୍ରବୁଢିି ପ୍ରମୁଖ ଆଇନ କମିଶନଙ୍କୁ ଭେଟି ଆଲୋଚନା କରିଛନ୍ତି। ସମଗ୍ର ଦେଶରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି।

Leave A Reply