କେନ୍ଦ୍ର ଗୃହମନ୍ତ୍ରୀଙ୍କ କଟକ ଗସ୍ତ: ସୁରକ୍ଷା ବ୍ୟବସ୍ଥା କଡାକଡି, ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ

ଡେସ୍କ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସୋମବାର ଦିନ କଟକ ଗସ୍ତ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର। ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ପରେ ସେ କହିଛନ୍ତି, ଗୃହମନ୍ତ୍ରୀଙ୍କୁ ଫୁଲନଖରା ଠାରୁ କାର୍କେଡରେ ନିଆ ଯିବ। ଗସ୍ତ ସମୟରେ ସ୍ୱତନ୍ତ୍ର ଟ୍ରାଫିକ୍‍ ବ୍ୟବସ୍ଥା କରାଯିବ। କଟକ ସହରରେ ୩୦ ପ୍ଲାଟୁନ୍‍ ପୁଲିସ୍‍ ମୁତୟନ କରାଯିବ ବୋଲି ସେ କହିଛନ୍ତି।

Comments are closed.