ରବିବାର ଶେଷ ହେଉଛି ଅମରନାଥ ଯାତ୍ରା

0

ଜମ୍ମୁ : ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ଅର୍ଥାତ ରବିବାର ଅମରନାଥ ଯାତ୍ରା ଶେଷ ହେଉଛି । ତେବେ ଶନିବାର ସକାଳୁ ୧୬୦ ଜଣ ତୀର୍ଥଯାତ୍ରୀ ବଲ୍‍ତଲ୍‍ ଓ ପହଲ୍‍ଗାମ୍‍ ମୂଳ ଶିବିରରୁ ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କରିଛନ୍ତି। ଜୁନ୍‍ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ୬୦ ଦିନ ବ୍ୟାପୀ ଅମରନାଥ ଯାତ୍ରାରେ ଚଳିତ ବର୍ଷ ପ୍ରାୟ ୨. ୮୫ ଲକ୍ଷ ତୀର୍ଥଯାତ୍ରୀ ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି।

Leave A Reply