ଅଁଳାର ସୁଫଳ

0

୧. ଖାଲି ପେଟରେ ଏକ ଚାମଚ ଅଁଳା ରସ ସହ ମହୁ ମିଶାଇ ପିଇଲେ ଥଣ୍ଡା କାଶରୁ ଆରମ ମିଳେ ।
୨. ତିନି ଚାମଚ ଅଁଳା ରସ ସହ ପାଣି ମିଶାଇ କୁଳି କଲେ ମୁଖ ଜନିତ ରୋଗ ଦୂର ହୋଇଥାଏ ।
୩. ଅଁଳାରେ ଭରପୁର ମାତ୍ରାରେ ଫାଇବର ରହିଥାଏ । ପ୍ରତିଦିନ ନଖ ଉଷୁମ ପାଣିରେ ଅଁଳା ରସ ପିଇଲେ କୋଷ୍ଠକାଠିନ୍ୟରୁ ଉପଶମ ମିଳେ ।
୪. କେଶ ମଜଭୁତ ହେବା ସହ କେଶ ଶୀଘ୍ର ପାଚି ନ ଥାଏ ।
୫. ନିୟମିତ ଅଁଳା ରସ ସେବନ କରିବା ଆଖି ପାଇଁ ଲାଭଦାୟକ ହୋଇଥାଏ ।
୬. ଅଁଳା ଦ୍ବାରା ମଧୁମେହ ରୋଗ ନିୟନ୍ତ୍ରଣ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏହିପରି ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳେ ।

Leave A Reply