ମଦ ବନ୍ଦ ପାଇଁ ଦୋକାନ ଭାଙ୍ଗିଲେ ମହିଳା

0

ଛତ୍ରପୁର : ବିଭିନ୍ନ ସମୟରେ ଅନେକ ଜିଲାରେ ମହିଳାମାନେ ମଦ ବନ୍ଦ କରିବା ପାଇଁ ଆନ୍ଦୋଳନ କରୁଥିବାର ଦେଖିବାକୁ ମିଳିଛି। ଗୁରୁବାର ଦିନ ମଦ ବନ୍ଦ ଦାବିରେ ମହିଳାମାନେ ଛତ୍ରପୁରରେ ଦୋକାନ ଭାଙ୍ଗିଥିବା ଦେଖିବାକୁ ମିଳିଛି। ଶତାଧିକ ମହିଳାମାନେ ବୁଗୁଡା ମାଣିତେରା ଅଞ୍ଚଳରେ ଥିବା ମଦ ଦୋକାନକୁ ଭଙ୍ଗାରୁଜା କରିଛନ୍ତି।

Leave A Reply