ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ବଢିଲା ସମୟସୀମା

କୋଭିଡ ନିୟମ ଅନୁଯାୟୀ ସକାଳ ୭ରୁ ସଂଧ୍ୟା ୭ଯାଏଁ ଦର୍ଶନ କରିବେ ଭକ୍ତ

0

ଆରଡି : ମହାମାରୀ କରୋନା ପାଇଁ ଦୀର୍ଘମାସ ଧରି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିବା ପରେ ଗତ ଜାନୁଆରୀ ୩ରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯାଇଛି। ହେଲେ କୋଭିଡ ନିୟମ ଅନୁଯାୟୀ ସକାଳ ୭ରୁ ସଂଧ୍ୟା ୫ଟା ଯାଏଁ ରହିଛି ଦର୍ଶନ ବ୍ୟବସ୍ଥା। ଫେବୃୟାରୀ ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ନିୟମ ଆସିବା ପରେ ଗତ ରବିବାର ଭକ୍ତମାନଙ୍କ ପୂଜାର୍ଚ୍ଚନା ଓ କର୍ମକାଣ୍ଡ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିଲା। ହେଲେ ଦର୍ଶନ ବ୍ୟବସ୍ଥାର ସମୟସୀମା ବୃଦ୍ଧି ପାଇଁ ଆଗନ୍ତୁକ ଭକ୍ତମାନଙ୍କ ପକ୍ଷରୁ ଦାବି ହେବା ପରେ ମଙ୍ଗଳବାର ଠାରୁ ଦର୍ଶନ ବ୍ୟବସ୍ଥାର ସମୟସୀମା ବୃଦ୍ଧି କରାଯାଇ ସକାଳ ୭ରୁ ସଂଧ୍ୟା ୭ଯାଏଁ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତମାନେ ଦର୍ଶନ କରିବେ ବୋଲି ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି।

Hors de ces cookies, les cookies classés comme nécessaires sont stockés dans votre navigateur car ils sont essentiels au fonctionnement des fonctionnalités de base du site. Nous utilisons également des cookies tiers qui nous aident à analyser et à comprendre comment vous utilisez ce site. Ces cookies ne seront stockés dans votre navigateur qu’avec votre consentement. viagrasansordonnancefr.com Vous avez également la possibilité de désactiver ces cookies.

Leave A Reply