ସିବିଆଇ ଅଭିଯୋଗର ସତ୍ୟତା ନାହିଁ: ଚିଦମ୍ବରମ୍‍

0

ନୂଆଦିଲ୍ଲୀ : ଏୟାରସେଲ୍‍-ମାର୍କିସ୍‍ ମାମଲାରେ ସିବିଆଇର ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍‍। ଅର୍ଥମନ୍ତ୍ରୀ ଥିବାବେଳେ ଚିଦମ୍ବରମ୍‍ ମରିସସ୍‍ କମ୍ପାନୀକୁ ଚିଦମ୍ବରମ୍‍ ବେଆଇନ ଭାବେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିଲେ ବୋଲି ସିବିଆଇ ଅଦାଲତରେ ଉପସ୍ଥାପନ କରାଯିବାରେ ଏହି କଂଗ୍ରେସ ନେତା କହିଛନ୍ତି ଯେ ସିବିଆଇ କଥା ସମ୍ପୂର୍ଣ୍ଣ ମିଛ ଓ ନିରାଧାର। ଏହାର କୌଣସି ସତ୍ୟତା ନାହିଁ। ଅଭିଯୋଗ ରାଜନୈତିକ ଉଦ୍ଦଶ୍ୟପ୍ରଣୋଦିତ।

Leave A Reply