ଛତ୍ରପତି ଶିବାଜୀଙ୍କ ନାମରେ ନାମିତ ହେବ ଆଗ୍ରାର ମୋଗଲ ସଂଗ୍ରହାଳୟ : ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ତାଜମହଲ ନିକଟରେ ନିର୍ମାଣାଧୀନ ମୋଗଲ ସଂଗ୍ରହାଳୟ ବର୍ତ୍ତମାନ ଛତ୍ରପତି ଶିବାଜୀଙ୍କ ନାମରେ ନାମିତ ହେବ। ସଂଗ୍ରହାଳୟରେ ଶିବାଜୀଙ୍କ ଇତିହାସ ମଧ୍ୟ ଲିପିବଦ୍ଧ ହେବ। ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭାଗୀୟ ସମୀକ୍ଷା ବୈଠକରେ ପର୍ଯ୍ୟଟନ ବିଭାଗକୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

Comments are closed.