ଜି.ଉଦୟଗିରି ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ

ଜି.ଉଦୟଗିରି : ରାଜ୍ୟ ଓକିଲ ସଂଘ ନିର୍ଦ୍ଦେଶ କ୍ରମେ ଜି.ଉଦୟଗିରି ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ ବରିଷ୍ଠ ଓକିଲ ଶରତ ଚନ୍ଦ୍ର ଭୋାଇଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।ସଭାପତି ନିର୍ବାଚନ କେଶରୀ ଭୋଇ, ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ବେହେରା, ସହ ସମ୍ପାଦକ ବୁଲୁ ସାହେବ ସେଠୀ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭ୍ୟ ଭାବେ ରଞ୍ଜନ କୁମାର ନାୟକ ଓ ପ୍ରତାପ ଚନ୍ଦ୍ର ନାୟକ ଆଦି ମନୋନୀତ ହୋଇଥିବା ଜଣାପଡିଛି ।