ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କ ପରଲୋକ

ମୁମ୍ବଇ: ଟେଲିଭିଜନ୍ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କ ଦେହାନ୍ତ ହୋଇଛି । ସେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା ।ଲୀନା ଆଚାର୍ଯ୍ୟ କିଡ଼ନୀ ଜନିତ ସମସ୍ୟା ଦେଇ ଗତି କରୁଥିଲେ । ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।ସେ କ୍ଲାସ୍ ଅଫ୍ ୨୦୨୦ ଏବଂ ସେଠ୍ ଜି ଭଳି ଧାରାବାହିକରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ।

Comments are closed.