ଏସିଏଫ୍‌ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା; ସିବିଆଇ ତଦନ୍ତ ଦାବୀ କଲା ଗଜପତି ଶାଖା ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ

ଗଜପତି: ପାରଳାଖେମୁଣ୍ଡି ଠାରେ କାର୍ଯ୍ୟରତ ସହକାରୀ ବନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ପୋଡି ହୋଇ ମୃତ୍ୟୁ ମାମଲାର ପୁଲିସ ତଦନ୍ତ ଠିକ ବାଟରେ ଯାଉ ନଥିବା ଅଭିଯୋଗ କରିଛି ଗଜପତି ଶାଖାର ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ। ଅଭିଯୋଗ ସହ ସିବିଆଇ ତଦନ୍ତ ଦାବୀ କରିଛି କାଉନସିଲ। ଏଥି ସହିତ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି, ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ମଧ୍ୟ କୁହାଯାଇଛି।

Comments are closed.