ସଡ଼କ ଦୁର୍ଘଟଣାରେ କଲେଜ ଅଧ୍ୟାପକ ମୃତ

ଖଇରା : ବାଲେଶ୍ୱର ଜିଲା ଖଇରା ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ଭଦ୍ରକ କଳା (ଆର୍ଟ) କଲେଜର ଜଣେ ଅଧ୍ୟାପକଙ୍କର ମୃତ୍ୟୁ ହୋଇଥିବା ନେଇ ଶନିବାର ଜଣାପଡ଼ିଛି। ମୃତକ ହେଲେ ଅଧ୍ୟାପକ ଅଶୋକ କୁମାର ଷେଣ୍ଢ (୫୭) । ସେ ଖଇରା ବ୍ଲକ ଗୁଆପାଳ ମହୁଲଶିକଡ଼ ଗ୍ରାମର ବାସିନ୍ଦା। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

 

Comments are closed.