କାରକୁ ଧକ୍କାଦେଲା ପର୍ଯ୍ୟଟକ ବସ୍,୩ ଆହତ

ପୁରୀ: ପୁରୀ ଭୁବନେଶ୍ବର ଜାତୀୟ ରାଜପଥ ମାଳତିପାଟପୁର ନିକଟରେ କାରକୁ ଏକ ପର୍ଯ୍ୟଟକ ବସ ଧକ୍କା ଦେଇଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ୩ ଜଣ ଆହତ କଟକ ବିଡାନାସୀ ଅଞ୍ଚଳର ସମ୍ବିତ ପଟ୍ଟନାୟକ, ସମ୍ପିତ ପଟ୍ଟନାୟକ ଏବଂ ଅଭିନବ କାନୁନଗୋ ବୋଲି ସୂଚନାମିଳିଛି। ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.