ଦୁଇ ଟ୍ରକ ଧକ୍କାରେ ୩ ମୃତ; ଗୋଟିଏ ଟ୍ରକର ଡ଼୍ରାଇଭର ଓ ହେଲପର ମୃତ

ବାଲେଶ୍ବର : ବାଲେଶ୍ବର ଜିଲା  ୧୬ନମ୍ବର ଜାତୀୟ ରାଜପଥ ନାୟକ ବନ୍ଦ ନିକଟରେ ସିମେଣ୍ଟ ବୋଝେଇ ସହିତ ପ୍ଲାଏ ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଦୁଇ ସିମେଣ୍ଟ ବୋଝେଇ ଟ୍ରକର ଡ୍ରାଇଭର ଓ ହେଲପରଙ୍କ ମୁତ୍ୟୁ ହୋଇଛି।  ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସସସ୍ତଙ୍କୁ ଉଦ୍ଧାର କରିବା କରିବା ସହ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

Comments are closed.