କମାଣ୍ଡର ଓଲଟି ; ଜଣେ ମୃତ, ୪ ଆହତ

0

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲାର ରାଇରଙ୍ଗପୁର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଏକ କମାଣ୍ଡର ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତକ ଜଣକ ଜଣେ ବୃଦ୍ଧା ଥିବା ଜଣାପଡିଛି। ଦୁର୍ଘଟଣା ପରେ ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି। ଆହତ ଲୋକମାନଙ୍କୁ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply