ସଡକ ଦୁର୍ଘଟଣା ; ଭଣଜା ମୃତ, ମାମୁଁ ଆହତ

0

ଯାଜପୁର ଟାଉନ : ଯାଜପୁର ସଦର ଥାନା ଅନ୍ତର୍ଗତ ବାରୁହାଁ ନିକଟରେ ସଡ଼କ ଦୁର୍ଘଟଣାରେ ଭଣଜା ମୃତ ମାମୁଁ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ମୃତକ ରସୁଲପୁର ଜୋକଡ଼ିଆ ଗ୍ରାମର ରାଜେନ୍ଦ୍ର ବିଶ୍ୱାଳ । ସେମାନେ ବରି ଯିବା ସମୟରେ ପଛପଟୁ ଟ୍ରକ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଭଣଜାର ମୃତ୍ୟୁ ହୋଇଥିବା ବେଳେ ମାମୁଁ ଚିକିତ୍ସାଧୀନ ଅଛନ୍ତି।

Leave A Reply