ଶିଶୁକୁ ଧକ୍କା ଦେଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଶିଶୁ ଓ ବାଇକ୍ ଚାଳକ ଆହତ

ପାଟଣା : ପାଟଣା ଥାନା ଅନ୍ତର୍ଗତ ବେଗନା ନିକଟରେ ଗୋଟିଏ ଶିଶୁକୁ ଧକ୍କା ଦେଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶିଶୁଟି ବେଗନା ଗ୍ରାମର ହିମାଂଶୁ ସେଠୀ (୮) ବୋଲି ଜଣାପଡିଛି । ବାଇକ୍ ଚାଳକଙ୍କ ନାମ କୁନା ମୁଣ୍ଡା ବୋଲି ଜଣାପଡିଛି । ପାଟଣା ଅଗ୍ନିଶମ ବାହିନୀ ଗୁରୁତର ବାଇକ୍ ଚାଳକକୁ ଓ ପରିବାର ଲୋକେ ଶିଶୁଟିକୁ ଆଣି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

Comments are closed.