ଆମ୍ବୁଲାନ୍ସ ଧକ୍କାରେ ୩ ମୃତ

ଯାଜପୁର : ଯାଜପୁର ଜିଲା ନେଉଳପୁର ନିକଟରେ ଶୁକ୍ରବାର ଆମ୍ବୁଲାନ୍ସ ଧକ୍କାରେ ୩ଜଣଙ୍କର ମୃତ୍ୟୁ ହୋଇଛି। ରାସ୍ତା କାମ ଯୋଗୁଁ ଗୋଟିଏ ପଟେ ଗାଡ଼ି ଯାଉଥିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଆମ୍ବୁଲାନ୍ସରେ ରୋଗୀ ନଥିବାବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ।

Comments
Loading...