ଡମ୍ପର ଓ ୧୨ ଚକିଆ ଟ୍ରକ ମୁହାଁମୁହିଁ ଧକ୍କା ; ଜଣେ ମୃତ

ବଣେଇ : ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ଲହୁଣିପଡା କଲେଇପୋସ କେନ୍ଦୁଡିହି ନିକଟରେ ଏକ ଦୁର୍ଘଟଣା ଘଟିଛି ।  ଏକ ଡମ୍ପର ଓ ୧୨ ଚକିଆ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଚାପି ହୋଇ ମୃତ୍ୟୁବରଣ କରିଥିବାବେଳେ ଡମ୍ପର ଚାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Comments
Loading...