ବାଇକ ଓ ମାରୁତି ଭ୍ୟାନ ଧକ୍କା : ବାଇକ ଚାଳକ ମୃତ

ପିପିଲି : ପିପିଲି ଟୋଲ ଗେଟ ନିକଟରେ ଶନିବାର ବାଇକ ଓ ମାରୁତି ଭ୍ୟାନ ମଧ୍ୟରେ ଧକ୍କା ହୋଇ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଚାଳକ ଜଣଙ୍କ ହେଉଛନ୍ତି ନିରଞ୍ଜନ କୁଣ୍ଡୁ । ସେ ଜଣେ କୀଟନାସକ ବିକ୍ରେତା । ସେ ସରଦେଇପୁରରେ ରହୁଥିବା ଜଣାପଡ଼ିଛି।

Comments are closed.