ଟ୍ରକ୍ ଧକ୍କାରେ ଭାଇଭଉଣୀ ମୃତ

ବଲାଙ୍ଗୀର :  ବଲାଙ୍ଗୀର ଜିଲ୍ଲାର ଦେଓଗାଁ-ତୁଷୁରା ରାସ୍ତାର ମହିପୁର ଛକରେ ମଙ୍ଗଳବାର ସକାଳୁ ଏକ ସଡ଼କ ଦୁର୍ଘଟଣାରେ ଭାଇଭଉଣୀଙ୍କର ମୃତୁ ଘଟିଛି । ବାଇକରେ ଯାଉଥିବା ଭାଇଭଉଣୀଙ୍କୁ ଟ୍ରକ ଧକ୍କା ଦେବାରୁ ଏହି ଅଭାବନୀୟ ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବାରୁ ଯାତାୟାତ ପ୍ରଭାବିତ ହୋଇଛି।

Comments
Loading...