ସଡ଼କ ଦୁର୍ଘଟଣାରେ ୨ ମୃତ , ୪ ଆହତ

ଢେଙ୍କାନାଳ : ଢେଙ୍କନାଳ ଜିଲାସ୍ଥିତ ଜରିପାଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଦମ୍ପତି ପ୍ରାଣ ହରାଇବା ସହ ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ଜରିପାଲ ନିକଟରେ ଉଭୟ ପଟରୁ ଆସୁଥିବା ଦୁଇଟି କାର ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଆହତଙ୍କୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଛି।

Comments
Loading...