ଟ୍ରାକ୍ଟର ଓଲଟି ଜଣେ ମୃତ, ଜଣେ ଆହତ

ଜଗତସିଂହପୁର : ଜଗତସିଂହପୁର ଜିଲା ରଘୁନାଥପୁର ନାଲିବାର ହଂସୁଆ ନଈ ପୋଲ ନିକଟରେ ଦୁର୍ଘଟଣା ଘଟିଛି। ସେହି ପୋଲ ନିକଟରେ ଏକ ଟ୍ରାକ୍ଟର ଓଲଟି ପଡିଛି। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି। ଏହାସହ ଡ୍ରାଇଭର ଆହତ ହୋଇଛନ୍ତି।

Comments are closed.