ସଡକ ଦୁର୍ଘଟଣା; ୧ମୃତ, ୩ ଆହତ

ସୋର : ବାଲେଶ୍ୱର ଜିଲା ସୋର ଉତରେଶ୍ୱର ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଡମ୍ଫର ଧକ୍କା ଫଳରେ ଏକ କାର, ସ୍କୁଟି, ବାଇକକୁ ଧକ୍କାଦେଇ ୧୫ଫୁଟ ଉଚ୍ଚତା ବିଶିଷ୍ଟ ଏକ ପୋଲ ତଳକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବା ସହ ୩ଜଣ ଗୁରୁତର ହୋଇଛନ୍ତି।

Comments are closed.