ଇସ୍ପାତ କାରଖାନାରେ ଅଘଟଣ; ଟ୍ରେନରେ କଟି କାର୍ଯ୍ୟରତ ମହିଳାଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ନୀଳାଚଳ ଇସ୍ପାତ କାରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି । କାରଖାନା ପରିସରରେ ଟ୍ରେନରେ କଟି ଜଣେ କାର୍ଯ୍ୟରତ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ପାଇକରାପୁରର ଅନଙ୍ଗ ମଞ୍ଜରୀ ରାଉତ । ମୃତକଙ୍କ ପରିବାରକୁ କ୍ଷତିପୂରଣ  ଦାବି କରି ଶ୍ରମିକ ସଂଗଠନ ଅଡି ବସିଛି ।

Comments are closed.