ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଗଞ୍ଜାମ : ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏକ ବାଲି ବୋଝେଇ ଟ୍ରାକ୍ଟର ସୋରଡ଼ାର ଗାଜଲବାଡ଼ି-ରାମନାବାଡ଼ି ରାସ୍ତା ଦେଇ ଯାଉଥିବା ସମୟରେ ଟ୍ରାକ୍ଟର ଚାଳକକଙ୍କ ଭାରସାମ୍ୟ ହରାଇବାରୁ ଏହା ଓଲଟି ପଡ଼ିଥିଲା। ଫଳରେ ଏଥିରେ ଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।

Comments are closed.