ହାଇୱା ଧକ୍କାରେ ଯୁବକ ମୃତ

ବାଲେଶ୍ବର : ବାଲେଶ୍ବର ଜିଲା ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଛି। ସୋର ଥାନା ଅନ୍ତର୍ଗତ ବିଦୁ ନିକଟରେ ଏକ ହାଇୱା ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି।

Comments are closed.