ଜିପ୍‍-ଟ୍ରକ୍‍ ଧକ୍କାରେ ନବବିବାହିତାଙ୍କ ସହ ୫ ମୃତ

0

ଗୁନା : ମଧ୍ୟପ୍ରଦେଶର ଗୁନା ଜିଲା ଅନ୍ତର୍ଗତ ଆଗ୍ରାମ-ମୁମ୍ବଇ ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ନବବିବାହିତାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଏହି ଲୋକମାନେ ଗୁନା ଜିଲାର ବିନ୍‍ଖିଆ ଗ୍ରାମରୁ ବିବାହକାର୍ଯ୍ୟ ସାରି ରାଜଗଡ଼ ଜିଲା ଅନ୍ତର୍ଗତ ତାଲେନ ସହରକୁ ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

Leave A Reply