ଆମପାଣି ଘାଟିରେ ଦୁର୍ଘଟଣା : ୧ ମୃତ

0

ନବରଙ୍ଗପୁର : କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟି ଏବେ ଦୁର୍ଘଟଣାର ଜୋନ୍ ପାଲଟିଛି ।  ଆଜି ପୁଣି  ଏଠାରେ ଜଣେ ବାଇକ ଆରୋହୀଙ୍କର ଏକ ବୁଲାଣିରେ ଗଛରେ ପିଟିହୋଇ ମୃତ୍ୟୁ ହୋଇଛି। ଆମପାଣି ପୁଲିସ ଖବର ପାଇ ଘଟଣାସ୍ଥଲରୁ  ଯୁବକଙ୍କର ମୃତ ଦେହ ଜବତ କରି ବ୍ୟବଛ୍ଛେଦ ପାଇଁଁ କୋକସରା ଡାକ୍ତରଖାନା ପଠାଇଛି। ତେବେ ଯୁବକର ବ୍ୟାଗ ରୁ ମିଳିଥିବା ମିଳିଥିବା ଆଧାର କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଆଧାରରେ ଯୁବକ ଜଣକ ନବରଙ୍ଗପୁର ବନ୍ଧସାହିର ଶ୍ରୀକାନ୍ତ ପାଣିଗ୍ରାହି ବୋଲି ଜଣାପଡିଛି।

 

Leave A Reply