ଦୁର୍ଘଟଣାରେ ୧୫ ଆହତ, ୫ ଗୁରୁତର

0

କନ୍ଧମାଳ, କୋଟଗଡ଼ ଥାନା ଅଧୀନ ଗୁଗୁରମହା ନିକଟ ଘାଟିରେ ଏକ ବସ୍‍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତମାନଙ୍କୁ କୋଟଗଡ଼ ଓ ବାଲିଗୁଡ଼ା ହସ୍ପିଟାଲ୍‍ରେ ଭର୍ତ୍ତି କରାଯାଇଛି। ବସ୍‍ଟି ବାଲିଗୁଡ଼ାରୁ ଗୁଗୁମହା ଯାଉଥିଲା। ଘାଟି ରାସ୍ତାରେ ବସ୍‍ଟି ଦ୍ରୁତ ଗତିରେ ଯାଉଥିବାରୁ ଡ୍ରାଇଭର ଭାରସମ୍ୟ ହରାଇଥିଲେ।

Leave A Reply