ସଡକ ଦୁର୍ଘଟଣାରେ ୪ ଗୁରୁତର

0

ବାଲେଶ୍ବର : ସଡକ ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନ ସମୟରେ ଏକ କାର ଓ ଡମ୍ପର ମଧ୍ୟରେ ଧକ୍କା ହୋଇଥିଲା। ଫଳରେ କାରରେ ଥିବା ୪ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଖନ୍ତାପଡା ଥାନା ନିକଟ ୧୬ ନମ୍ବର ଜାତୀୟ ରାଜପଥର ବେଗୁନିଆ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଉଦ୍ଧାର କରାଯାଇ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ବାସନ୍ତି ରାୟ (୪୫), ଭାରତୀ ରାୟ (୩୫), ମାନସ ରାୟ (୨୧), ଲିଲି ରାୟ (୨)। ସମସ୍ତ ଆହତଙ୍କ ଘର ବାହାନଗା ବ୍ଲକର ତହରପୁର ଗ୍ରାମର ବୋଲି ଜଣାପଡିଛି।

Leave A Reply