ସଡ଼କ ଦୁର୍ଘଟଣାରେ ଜଣେ ମୃତ

0

ଭଦ୍ରକ : ଭଦ୍ରକ ଜିଲାର ୧୬ ନଂ ଜାତୀୟ ରାଜପଥର ବନ୍ତ ଛକ ବ୍ରିଜ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ଦୁର୍ଘଟଣା ଘଟାଇଥିବା ଟ୍ରକର ହେଲପର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ବ୍ରିଜ ଉପରେ ଏକ ଚିପ୍ସ ବୋଝେଇ ଟ୍ରକ ଛିଡ଼ା ହୋଇଥିଲା। ସେହି ସମୟରେ ରାଉରକେଲାରୁ ଭଦ୍ରକ ଆସୁଥିବା ଅନ୍ୟ ଏକ ଟ୍ରକ ଏହି ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା।

Leave A Reply