ଜିଲ୍ଲାପାଳଙ୍କ କାରକୁ ଧକ୍କା ଦେଲା ଟ୍ରକ

0

ରାୟଗଡ଼ା : ରାୟଗଡ଼ା ବ୍ଲକ କୁଲି ଗ୍ରାମ ନିକଟରେ ଜିଲ୍ଲାପାଳଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାହାର କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ପିଠା କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଯାଉଥିବା ବେଳେ ଏକ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଅଟୋରେ ଆସି ଜିଲ୍ଲାପାଳ ଏବେ କୁଲି ଗ୍ରାମରେ ପହଞ୍ଚିଛନ୍ତି ।  ପରେ ଅନ୍ୟ ଏକ ଗାଡ଼ିରେ ରାୟଗଡ଼ା ଫେରିବେ ବୋଲି ସୂଚନା ମିଳିଛି ।

Leave A Reply