ଟ୍ରକ ଓଲଟି ୩ ଆହତ

0

ଜୟପୁର : ଟ୍ରକ ଓଲଟି ୩ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଟ୍ରକଟି ଆନ୍ଧ୍ରର ଆରକୁରୁ ଶିମ୍ବ ମଞ୍ଜି ବୋଝେଇ କରି ଦିଲ୍ଲୀ ଯାଉଥିଲା। ବୈପାରୀଗୁଡା ପେଟାଘାଟି ନିକଟରେ ଟ୍ରକଟି ଓଲଟି ଯାଇଥିଲା। ଆହତ ୩ଜଣଙ୍କୁ ଜୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟ୍ରକଟି ଓଲଟି ପଡିବାରୁ ଲମତାପୁଟ-ଜୟପୁର ରାସ୍ତା ଜାମ୍ ହୋଇ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply