ଟ୍ରେନ ଧକ୍କାରେ ଯୁବତୀ ମୃତ

0

ଟିଟିଲାଗଡ : ଟ୍ରେନ ଧକ୍କାରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଟିଟିଲାଗଡ ଥାନା ଅନ୍ତର୍ଗତ ଲୁଥୁରବନ୍ଧ ତେଲ ନଦୀ ବ୍ରିଜ ନିକଟରେ ଘଟିଛି। ଏକ ପାସେଞ୍ଜର ଟ୍ରେନ ଧକ୍କାରେ ଯୁବତୀଙ୍କର ମୃତ୍ୟୁ ହୋଇଛି। ମୃତ ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ। ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

 

Leave A Reply