ସଡ଼କ ଦୁର୍ଘଟଣା ଜଣେ ମୃତ

0

ବାଲେଶ୍ୱର : ଖଇରା କଲେଜ ନିକଟରେ ଡ଼ମ୍ଫର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ପ୍ରମୋଦ ଦାସ। ସେ ୱାଟର ସର୍ଭିସ ସେଣ୍ଟରରେ କାମ କରୁଥିଲେ। ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ହେବା ସହ ଲୋକେ ରାସ୍ତା ରୋକ କରିଛନ୍ତି।

Leave A Reply