ଘାଟିରୁ ଟ୍ରକ ଓଲଟି ୩ମୃତ

0

ମୋହନା : ଘାଟିରୁ ଟ୍ରକ ଓଲଟି ଯିବାରୁ ୩ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଶୁକ୍ରବାର ଅପରାହ୍ନରେ ଆର.ଉଦୟଗିରି ଥାନା ବାଦପୁର ଘାଟିରେ ଘଟିଛି। ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଟ୍ରକରେ ଥିବା ୩ଜଣଙ୍କର ମୃତ୍ୟୁ ହୋଇଯାଇଛି। ଟ୍ରକରେ ରିଲିଫ ସାମଗ୍ରୀ ନେଇ ପାରଳାଖେମୁଣ୍ଡିରୁ ଆସୁଥିବା ବେଳେ ଘାଟି ତଳକୁ ଖସି ପଡିଥିଲା।

Leave A Reply