ଅଟୋ ଓ ସ୍କୁଟି ଧକ୍କା, ସ୍କୁଟି ଚାଳକ ମୃତ

0

ବଣେଇ: ବଣେଇ ସ୍ଥିତ ରାଜା ଧରଣୀଧର ବହୁମୁଖୀ ଖେଳ ପଡିଆ ସମ୍ମୁଖ ମୁଖ୍ୟ ରାସ୍ତା ଉପରେ ଏକ ସଡକ ଦୁର୍ଘଟଣା ଘଟିଛି । ଶନିବାର ଅପରାହ୍ନରେ ଏକ ଅଟୋ ଓ ସ୍କୁଟି ଧକ୍କା ହେବା ଫଳରେ ସ୍କୁଟି ଚାଳକଙ୍କ ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସ୍କୁଟି ଚାଳକ ବଣେଇ ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଭାବେ କାର୍ୟ୍ୟରତ ଥିବା ସୂଚନାରୁ ଜଣାପଡିଛି । ତାଙ୍କ ନାମ ଶଶାଙ୍କ ଶେଖର ମିଶ୍ର ଏବଂ ସେ ଜକେଇକଳା ଗ୍ରାମର ନିବାସୀ ଅଟନ୍ତି ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

Leave A Reply