ଗାଡି ଧୋଇଲା ବେଳେ ଅଘଟଣ, ଚାଲିଗଲା ୨ ଜୀବନ

0

କୋରାପୁଟ: ଗାଡି ଧୋଇଲା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା କୋରାପୁଟ ଜିଲା ସେମିଳିଗୁଡା ଥାନା ମରିଚମାଳ ଗାଁରେ ଘଟିଛି । ଟିପ୍ପର ଧୋଇଲା ସମୟରେ ଏହି ଅଘଟଣ ଘଟିଛି। ବିଦ୍ୟୁତ୍ ତାର ଲାଗି ଟିପ୍ପର ହେଲପର ଓ ତାଙ୍କ ନିକଟରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

Comments
Loading...