ସଡକ ଦୁର୍ଘଟଣାରେ ଜଣେ ମୃତ

0

ବ୍ରହ୍ମପୁର: ବ୍ରହ୍ମପୁର ରାଧାକାନ୍ତସାହିରେ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇ ଯାଇଛି। ମୃତକଙ୍କ ଜଣଙ୍କ ହେଲେ କ୍ରିଷ୍ଣା ବାଡତିଆ(୬୦)। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply