ପୃଥକ ପୃଥକ ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର

0

ବାଲେଶ୍ବର/ ମୟୂରଭଞ୍ଜ: ସୋର ବାରିକପୁର ନିକଟରେ ଏକ ସ୍କୁଟି ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଗୁରୁତର ହୋଇଛନ୍ତି । ଆହତଙ୍କ ସ୍ଥାନୀୟଲୋକ ଉଦ୍ଧାର କରି ନିକଟସ୍ଥ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଲେଜ ଛକ ନିକଟରେ ସକାଳ ପ୍ରାୟ ୮ଟା ବେଳେ ଗୋଟିଏ ବସ୍‌ ଓ ଏକ ବାଇକ୍‌କୁ ମୁହାଁମୁହିଁ ଧକ୍କା । ଫଳରେ ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଓ ଜ୍ୱାଇଁ ଆହତ ହୋଇଛନ୍ତି।

Leave A Reply