ସଡକ ଦୁର୍ଘଟଣାରେ ୩ ଗୁରୁତର

0

କେନ୍ଦୁଝର: କେନ୍ଦୁଝର ସଦର ଥାନା ଲେଙ୍କଡାଘର ନିକଟରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁବାର ସକାଳେ ୩ ଜଣ କେନ୍ଦୁଝର ନୂଆମୁଣ୍ଡିରୁ କାର ଯୋଗେ ପୁରୀ ଯାଉଥିଲେ। ଲେଙ୍କାଗଡ ନିକଟରେ ଯାଉଥିବା ସମୟରେ ଏକ ଟ୍ରକ ହଠାତ ବ୍ରେକ ମାରି ଦେବାରୁ କାରଟି ଭାରସାମ୍ୟ ହରାଇ ତା ପଛରେ ପିଟି ହୋଇଯାଇଥିଲା। ଏଥିରେ ଥିବା ୩ଜଣ ଯୁବକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply