ଦୁର୍ଘଟଣାରେ ଟ୍ରକ ଚାଳକ ମୃତ

0

ସମ୍ବଲପୁର: ୫୫ ନମ୍ବର ଜାତୀୟ ରାଜପଥର ଚାରମାଳ ଥାନା ଅନ୍ତର୍ଗତ ମୋଚିବାହଲ ନିକଟରେ ଏକ କୁକୁଡ଼ା ଦାନା ବୋଝେଇ ଟ୍ରକ୍‌ ଓଲଟି ପଡିଛି । ଫଳରେ ଘଟଣାସ୍ଥଳରେ ଟ୍ରକ୍‌ର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଟ୍ରକ୍‌ ତଳୁ ଉଦ୍ଧାର କରାଯାଇଛି । ଟ୍ରକଟି ଭାରାସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଛି।

Leave A Reply