ପୁଲିସ ଭ୍ୟାନ ସହ ବାଇକ୍ ଧକ୍କା, ଜଣେ ମୃତ

0

ପୁରୀ: ଏକ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଅଶୋକ ଘୋଡାଇ(୩୫)। ସୂଚନାଯୋଗ୍ୟ, ସୋମବାର ରାତିରେ ଚନ୍ଦନପୁର-ରାମେଶ୍ବର-ଜଗନ୍ନାଥ ସଡକରେ ପୁଲିସ ଭ୍ୟାନ ସହ ଏକ ବାଇକ୍ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଅଶୋକ ଘୋଡାଇଙ୍କ ମୃତ୍ୟୁ ଘଟିଥିଲା ବୋଲି ସାକ୍ଷୀଗୋପାଳ ଥାନା ଅଧିକାରୀ କେ.ସି.ସେଠୀ କହିଛନ୍ତି।

Leave A Reply