ସଡକ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

0

ବାରିପଦା: ୧୮ ନମ୍ବର ଜାତୀୟ ରାଜପଥରେ କାଠସିର୍ସି ନିକଟରେ ପୂର୍ବାହ୍ନରେ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ପଛରୁ ମୋଟର ସାଇକେଲ ପଶିଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨ ଜଣ ଗୁରୁତର ହୋଇଛନ୍ତି। କୁଳିଅନା ପୁଲିସ ଏହି ଘଟଣାର ତଦନ୍ତ କରୁଛି।

Leave A Reply