ଅଜଣା ଗାଡି ଧକ୍କାରେ ଜଣେ ମୃତ

0

ଯାଜପୁର: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ପାଣିକୋଇଲି ଛକ ନିକଟରେ ଏକ ଚାରିଚକିଆ ମାଲବାହୀ ଗାଡିକୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଛି । ଫଳରେ ଘଟଣାସ୍ଥଳରେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଛି।

Leave A Reply